Advertisement
trendingPhotos1085604
photoDetails1hindi

ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲା ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'କବିତା ଭାବି'ଙ୍କ ଏହି ହଟ୍ ଅନ୍ଦାଜ୍

ଏହି ୱେବ୍ ସିରିଜକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ତେଣୁ ଖୁବ୍ ଶୀଘ୍ର ଏହାର ଚତୁର୍ଥ ପାର୍ଟ ମଧ୍ୟ ରିଲିଜ ହେବାକୁ ଯାଉଛି ।

1/6

ନୂଆଦିଲ୍ଲୀ: Kavita Bhabhi Web Series: 'କବିତା ଭାବି' ହେଉଛି ଏହିପରି ଏକ ୱେବ୍ ସିରିଜ୍, ଯେଉଁଥିରେ ଅଶ୍ଳୀଳତାର ସମସ୍ତ ସୀମା ଲଙ୍ଘନ କରାଯାଇଥିଲା । ଏହି ୱେବ୍ ସିରିଜର ତିନୋଟି ପାର୍ଟ ଆସି ସାରିଛି ଓ ପ୍ରତ୍ୟେକ ପାର୍ଟରେ ବୋଲ୍ଡ ସିନ୍ ଦେଖାଯାଇଛି । ତଥାପି, ଏହି ୱେବ୍ ସିରିଜକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ତେଣୁ ଖୁବ୍ ଶୀଘ୍ର ଏହାର ଚତୁର୍ଥ ପାର୍ଟ ମଧ୍ୟ ରିଲିଜ ହେବାକୁ ଯାଉଛି ।

ବୋଲ୍ଡ ସିନରେ ଭରପୂର 'କବିତା ଭାବି'

2/6
ବୋଲ୍ଡ ସିନରେ ଭରପୂର 'କବିତା ଭାବି'

'କବିତା ଭାବି' ୱେବ୍ ସିରିଜ (Kavita Bhabhi Web Series) ରେ କବିତା ରାଧେଶ୍ୟାମ୍ (Kavita Radheshyam) କବିତା ଭାବି ଭୂମିକାରେ ଅଭିନୟ କରିଛନ୍ତି । ସେ ଏହି କବିତା ଭାବି ୱେବ୍ ସିରିଜରେ ବହୁତ ବୋଲ୍ଡ ସିନ୍ ଦେଇଛନ୍ତି ।

କବିତା ରାଧେଶମ ବାସ୍ତବ ଜୀବନରେ ବହୁତ ବୋଲ୍ଡ

3/6
କବିତା ରାଧେଶମ ବାସ୍ତବ ଜୀବନରେ ବହୁତ ବୋଲ୍ଡ

କବିତା ରାଧେଶ୍ୟାମ୍ (Kavita Radheshyam) ମଧ୍ୟ ବାସ୍ତବ ଜୀବନରେ ବହୁତ ବୋଲ୍ଡ ଦେଖାଯାଆନ୍ତି । ତାଙ୍କର ଇନଷ୍ଟାଗ୍ରାମ ହଟ୍ ଫଟୋରେ ପରିପୂର୍ଣ୍ଣ ରହିଛି । ଏହା ବ୍ୟତୀତ କବିତା ରାଧେଶ୍ୟାମଙ୍କ ଅନ୍ଦାଜ ମଧ୍ୟ ଅତ୍ୟନ୍ତ ବୋଲ୍ଡ, ସେ ନିଜ ମତ ରଖିବାକୁ ଦ୍ୱିଧା କରନ୍ତି ନାହିଁ ।

'କବିତା ଭାବି'ଙ୍କ କାହାଣୀ

4/6
'କବିତା ଭାବି'ଙ୍କ କାହାଣୀ

'କବିତା ଭାବି' (Kavita Bhabhi) ୱେବ୍ ସିରିଜର କାହାଣୀ ହେଉଛି ଜଣେ ବିବାହିତା ମହିଳାଙ୍କ କାହାଣୀ, ଯିଏ ତାଙ୍କ ସ୍ୱାମୀଙ୍କ ସହ ପାଖପାଖ ଓ ଅପରିଚିତ ପୁରୁଷଙ୍କ ସହ ସମ୍ୱନ୍ଧ ଗଢ଼ିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

ଶାଶୁଙ୍କୁ ନେଇ ଚିନ୍ତିତ 'କବିତା ଭାବି'

5/6
ଶାଶୁଙ୍କୁ ନେଇ ଚିନ୍ତିତ 'କବିତା ଭାବି'

ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଓଲ୍ଲୁ ଆପ୍ (Ullu APP) ରେ ରିଲିଜ୍ ହୋଇଥିବା ଏହି ସିରିଜ୍ ବୋଲ୍ଡନେସର ସମସ୍ତ ସୀମା ଅତିକ୍ରମ କରୁଥିବାର ନଜରକୁ ଆସିଛି । କବିତା ଭାବି ନିଜ ଶାଶୁଙ୍କୁ ବହୁତ ନିର୍ଯାତନା ଦେବା ସହିତ ସେ ତାଙ୍କ ସ୍ୱାମୀଙ୍କୁ ନିଜ ଅଧୀନରେ ରଖନ୍ତି ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ବହୁତ ବଡ଼ ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

ଏହା ବି ପଢ଼ନ୍ତୁ:-ସର୍ଭେ: ୟୁପିରେ ଫେରୁଛି ଯୋଗୀ ତ ପଞ୍ଜାବରେ ଚନ୍ନି, ଜାଣନ୍ତୁ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ କିଏ ଗଢ଼ିବେ ସରକାର

ଭାରତର କିମ କାର୍ଦଶିଆନ୍ ହେଉଛନ୍ତି କବିତା

6/6
ଭାରତର କିମ କାର୍ଦଶିଆନ୍ ହେଉଛନ୍ତି କବିତା

ଭାରତର କିମ୍ କାର୍ଦଶିଆନ୍ (Kim Kardashian) ଭାବରେ ଜଣାଶୁଣା କବିତା ରାଧେଶ୍ୟାମ (Kavita Radheshyam) ଙ୍କ ୱେବ୍ ସିରିଜ୍ 'କବିତା ଭାବି' ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହି ସିରିଜ୍ ମାଧ୍ୟମରେ ଅଭିନେତ୍ରୀ ଦର୍ଶକଙ୍କୁ ତାଙ୍କର ହଟ ଅନ୍ଦାଜ ମାଧ୍ୟମରେ ପାଗଳ କରିଦେଇଥିଲେ ।  

ट्रेन्डिंग फोटोज़